ଭୁବନେଶ୍ୱର: ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ ଘଟଣା । ଟ୍ୱିଟ୍ କରି ଅସନ୍ତୋଷ ଝାଡିଲେ ନବୀନ ପଟ୍ଟନାୟକ । ସ୍ପଷ୍ଟ ଦିବାଲୋକରେ ସଂଘବଦ୍ଧ ଆକ୍ରମଣ କରାଯାଉଛି । ଏହା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି । ରାଜ୍ୟରେ ଜନପ୍ରତିନିଧି ଅସୁରକ୍ଷିତ । ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସରକାରଙ୍କ ନିଷ୍କ୍ରିୟତା, ଏଭଳି ଘଟଣାକୁ ପ୍ରୋତ୍ସାହିତ କରୁଛି । ହିଂସାକୁ ପ୍ରୋତ୍ସାହିତ ନକରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତି ।