24.1 C
Bhubaneswar
Friday, February 13, 2026
Homeଓଡିଶାଟଙ୍କା ସହ ତାଡି ନେଲେ ଏଟିଏମ

ଟଙ୍କା ସହ ତାଡି ନେଲେ ଏଟିଏମ

ଭୁବନେଶ୍ୱର : ଭୁବନେଶ୍ୱରରେ ମାତିଛନ୍ତି ଏଟିଏମ ଲୁଟେରା । ରାଜଧାନୀରେ ଏଟିଏମ ଲୁଟ । ଟଙ୍କା ସହ ତାଡି ନେଇଗଲେ  ଏଟିଏମ । ଭୁବନେଶ୍ୱରର ସାମନ୍ତାପୁର ସ୍ଥିତ ରାମନଗର ପାଖ ତିନି ଛକ  ନିକଟରେ ଥିବା ଏସବିଆଇ  ଏଟିମରେ ଲୁଟ  ା ଘଟଣାସ୍ଥଳରେ  ପୋଲିସ ପହଞ୍ଚି ତନାଘନା  କରୁଛି ।  ରାଜଧାନୀରେ ଏଭଳି ଲୁଟ ପୋଲିସ ସୁରକ୍ଷା ଉପରେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking