29.1 C
Bhubaneswar
Monday, June 30, 2025
Homeଦେଶ ବିଦେଶନିର୍ବାଚନ ଜିତିଲେ ଆତିଶୀ

ନିର୍ବାଚନ ଜିତିଲେ ଆତିଶୀ

ନୂଆଦିଲ୍ଲୀ : ନିର୍ବାଚନ ଜିତିଲେ ମୁଖ୍ୟମନ୍ତ୍ରୀ  ଆତିଶୀ ମାର୍ଲେନା ।  କାଲକାଜି ଆସନରେ ୩ ହଜାର ଭୋଟରେ ବିଜୟୀ ହୋଇଛନ୍ତି । ବିଜେପିର ରମେଶ  ବିଧୁରିଙ୍କୁ ହରାଇ ଆତିଶୀ  ଭୋଟ ଜିତିଛନ୍ତି । । ଅନ୍ୟପଟେ ଆପ ଦଳର ମୁଖିଆ ଦିଲ୍ଲୀ ଆସନରୁ ନିର୍ବାଚନ ହାରୁଛନ୍ତି , ଯେଉଁ ଆସନରୁ ତିନି ଥର ବିଜୟ ହୋଇଛନ୍ତି ଅରବିନ୍ଦ କେଜରିୱାଲ ।  ସେହି ଆସନରୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡୁଛି । ତେବେ ବାଜି ମାରିଛନ୍ତି  ବିଜେପିର ପ୍ରଭେଶ ବର୍ମା । ଦିଲ୍ଲୀ ନିର୍ବାଚନରେ ଆପକୁ ବଡ ଝଟକା ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking