18.1 C
Bhubaneswar
Wednesday, February 4, 2026
Homeଓଡିଶାମନ୍ତ୍ରୀଙ୍କ ତାଗିଦ ପରେ ଜିଦ୍‌ରେ ଅଟଳ ଅମଲା ସଂଘ

ମନ୍ତ୍ରୀଙ୍କ ତାଗିଦ ପରେ ଜିଦ୍‌ରେ ଅଟଳ ଅମଲା ସଂଘ

ରାଉରକେଲା : ଜିଦରେ ଅଟଳ ଅଛନ୍ତି ଅମଲା ସଂଘର କର୍ମଚାରୀ ମାନେ । ସରକାରଙ୍କ ଚେତାବନୀକୁ ନମାନି ୪ ଦିନ ହେଲା ଆନ୍ଦୋଳନରେ ରାଜସ୍ୱ ଅମଲା ସଂଘ । ଆଜି ବି ଅନେକ ସ୍ଥାନରେ ଅମଲାଙ୍କ ପ୍ରତିବାଦର ଦୃଶ୍ୟ ସାମ୍ନାକୁ ଆସିଛି ।ସମୂହ ଛୁଟିରେ ରହି ଆନ୍ଦୋଳନକୁ ଓହ୍ଲାଇଛି ଅମଲା ସଂଘ। ଗତକାଲି ତୁରନ୍ତ ଧାରଣା ବନ୍ଦ କରି କାମକୁ ଫେରିବାକୁ କହିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ । କାର୍ଯ୍ୟରେ ଅବହେଳା ହେଲେ ଦରମା ବନ୍ଦ ହେବ ବୋଲି ଧମକ ଦେଇଥିଲେ ମନ୍ତ୍ରୀ। ହେଲେ ତାଗିଦ ସତ୍ବେ ଆଜି ପୁଣିଥରେ ଧାରଣାରେ ବସିଛନ୍ତି ଅମଲା ସଂଘ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking