25.1 C
Bhubaneswar
Monday, December 8, 2025
Homeଓଡିଶାରିପୋର୍ଟ ଆସିବାର ୨୪ ଘଣ୍ଟାରେ ସହାୟତା: ମନ୍ତ୍ରୀ

ରିପୋର୍ଟ ଆସିବାର ୨୪ ଘଣ୍ଟାରେ ସହାୟତା: ମନ୍ତ୍ରୀ

ଭୁବନେଶ୍ୱର: କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟାରେ ମିଳିବ ବନ୍ୟା ସହାୟତା । ଏନେଇ ରାଜସ୍ୱ ଓ ବିପଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ପାଗ ଅନୁକୂଳ ହେଲେ କାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକେ ରିଲିଫ ସେଣ୍ଟରରେ ଥିବା ପଯ୍ୟନ୍ତ ଥିବା ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ । ନଦୀରେ ଜଳସ୍ତର କମିଛି, ତଳିଆ ଅଞ୍ଚଳରୁ ପାଣି କମିବାରେ ସମୟ ଲାଗିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking