Homeଓଡିଶାନଭେମ୍ବର ୨୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଓଡିଶାଭୁବନେଶ୍ୱର ନଭେମ୍ବର ୨୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ By Ona Khabara 30/10/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର : ନଭେମ୍ବର ୨୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ନଭେମ୍ବର ୨୬ରେ ଅତିରିକ୍ତ ବଜେଟ ଉପସ୍ଥାପନା କରାଯିବ । ଏନେଇ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ଜାରି କରାଯାଇଛି । ଡିସେମ୍ବର ୩୧ ଯାଏଁ ଚାଲିବ ଏହି ଶୀତ କାଳୀନ ଅଧିବେଶନ । Share FacebookTwitterPinterestWhatsAppLinkedinReddItTelegram Previous articleନଭେମ୍ବର ୧୫ରୁ ବାଲିଯାତ୍ରାNext articleସ୍ପେନରରେ ବନ୍ୟା: ୫୧ ମୃତ, ଅନେକ ନିଖୋଜ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ଟ୍ରକ ଧକ୍କାରେ ଚାଷୀ ମୃତ ଓଡିଶା ବ୍ୟାସକବି ଫକୀରମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ଓଡିଶା ମେଡିକାଲ ଅଧିକାରୀଙ୍କ ଶବ ବ୍ୟବଛେଦ ଭତ୍ତା ବୃଦ୍ଧି ଓଡିଶା ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ବିଭାଗୀୟ କାର୍ଯ୍ୟ ସମୀକ୍ଷା