ଭୁବନେଶ୍ୱର : ଆସନ୍ତା କାଲି ଯାଏଁ ବିଧାନସଭା ମୁଲତବି । ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢୀ । ବିରୋଧଙ୍କ ହଙ୍ଗାମା ଯୋଗୁଁ ମୁଲତବି ଘୋଷଣା କରାଯାଇଛି । କିଛି ସମୟ ପୂର୍ୱରୁ ବାଚସ୍ପତିଙ୍କ ମାଇକ ଭାଙ୍ଗିଦେଇଥିଲେ ତାରା ବାହିନୀ ପତି । ଏସସି / ଏସଟି ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଶୃଙ୍ଖଳିତ ଆଚରଣ ଦେଖାଇଥିଲେ । ନାରୀ ନିର୍ଯାତନା ଅଭିଯୋଗରେ କଂଗ୍ରେସ
ହୋହଲ୍ଲା କରିବା ସହ ହଟ୍ଟଗୋଳ କରିଥିଲା ।










