23.1 C
Bhubaneswar
Tuesday, January 13, 2026
Homeଓଡିଶାଭୁବନେଶ୍ୱରରେ ଆସାମ ପୋଲିସର ରେଡ

ଭୁବନେଶ୍ୱରରେ ଆସାମ ପୋଲିସର ରେଡ

ଭୁବନେଶ୍ୱର: ଭୁବନେଶ୍ୱରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସ ରେଡ କରିଛି । ଭୁବନେଶ୍ୱରରେ ଆତ୍ମଗୋପନ କରିଥିବା ସୂଚନା ପରେ ରେଡ କରାଯଇଛି । କମିଶନରେଟ  ପୋଲିସ ସହାୟତାରେ ରେଡ  କରୁଛି ଆସାମ ପୋଲିସ ।  ଇନଫୋସିଟି ପୋଲିସ ସହାୟତାରେ ଏକ ଆପାର୍ଟମେଣ୍ଟରେ ରେଡ ଚାଲିଛି । ଆତ୍ମ ଗୋପନ କରିଥିବା ମୋଷ୍ଟ ୱାଣ୍ଟେଡ ହେଲେ ସମୀର ପଟ୍ଟନାୟକ । କୋଟି କୋଟି ଟଙ୍କାର  ଠକେଇ ଅଭିଯୋଗରେ ଖୋଜୁଛି ଆସାମ ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking