ଭୁବନେଶ୍ୱର: ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଶାକର୍ମୀ । ଲୋୟର ପିଏମଜିରେ ଶତାଧିକ ଆଶାକର୍ମୀଙ୍କ ଆନ୍ଦୋଳନ ଦେଖାଦେଇଛି । ସ୍ଥାୟୀ ନିଯୁକ୍ତି , ମାସିକ ୨୬ ହଜାର ଦରମା ଦାବିରେ ବିକ୍ଷୋଭ କରିଛନ୍ତି ।