20.1 C
Bhubaneswar
Sunday, December 7, 2025
Homeଓଡିଶାଏଏସଓ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ

ଏଏସଓ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ

ଭୂବନେଶ୍ୱର: ଆସିଷ୍ଟାଣ୍ଟ ସେକ୍ସନ ଅଫିସ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ । ହାଇକୋର୍ଟ ଏଏସଓ ପଦ ପୂରଣ ପାଇଁ ଗତ ଜୁଲାଇ ୧୩ ତାରିଖରେ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କରିଛନ୍ତି ଉଚ୍ଚନ୍ୟାୟାଳୟ । ଡିସେମ୍ୱର ୭ରେ ହେନ ସାନି ମୁଖ୍ୟ ଲିଖିତ ପରୀକ୍ଷା । ଏଏସଓ ପ୍ରିଲିମିନାରି ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ୭ହଜାର ୧୧୩ ପ୍ରାର୍ଥୀ ଡିସେମ୍ବର ୭ରେ ନୂଆକରି ମୁଖ୍ୟ ଲିଖିତ ପରୀକ୍ଷା ଦେବେ । ଏନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ ଜୁଲାଇ ୧୩ରେ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାର ସ୍ବଚ୍ଛତାକୁ ନେଇ ଗୁରୁତର ସନ୍ଦେହ ପ୍ରକାଶ ପାଇଛି । ପରୀକ୍ଷା ପ୍ରକ୍ରିୟାରେ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଜୁଲାଇ ୧୩ରେ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ କରିଛନ୍ତି ହାଇକୋର୍ଟ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking