24.1 C
Bhubaneswar
Tuesday, February 10, 2026
Homeଓଡିଶାଏଏସଓଙ୍କୁ ମାଡ :  ଲିଖିତ ଅଭିଯୋଗ ହୋଇନି

ଏଏସଓଙ୍କୁ ମାଡ :  ଲିଖିତ ଅଭିଯୋଗ ହୋଇନି

ଭୁବନେଶ୍ୱର : ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗରେ ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ । ଏନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାଡ ମାରିବା ନେଇ ଏଯାଏଁ ଲିଖିତ ଅଭିଯୋଗ ହୋଇନି । ପୁରୀ ସଦର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନି । ଅନଲାଇନ ଅଭିଯୋଗରେ ତଦନ୍ତ ଚାଲିଛି କହିଛନ୍ତି ମୁଖ୍ୟମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking