28.1 C
Bhubaneswar
Sunday, September 8, 2024
Homeଓଡିଶାଭିତର ରତ୍ନଭଣ୍ଡାର ଯାଞ୍ଚ କରିବ ଏଏସଆଇ ଟିମ୍ : ପୃଥ୍ୱୀରାଜ ହରିଚନ୍ଦନ

ଭିତର ରତ୍ନଭଣ୍ଡାର ଯାଞ୍ଚ କରିବ ଏଏସଆଇ ଟିମ୍ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଭିତର ରତ୍ନଭଣ୍ଡାର ଯାଞ୍ଚ କରିବ ଏଏସଆଇ ଟିମ୍ । ଦିନେ ଦୁଇଦିନ ଭିତରେ ଯାଞ୍ଚ କରିବ ଏଏସଆଇ ଟିମ୍ । ରତ୍ନ ଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ଯାଞ୍ଚ କଲା ପରେ ଭିତର ମରାମତି ନେଇ ନିଷ୍ପତ୍ତି । ଲେଜର ସ୍କାନିଂ ହେବ କି ନାହିଁ ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ । ଆସନ୍ତା ୨-୩ ଭିତରେ ବସିବ ରତ୍ନଭଣ୍ଡାର ବୈଠକ । ତେବେ ଯାଞ୍ଚ ପରେ ଜଣାପଡିବ ରତ୍ନଭଣ୍ଡାର ଭିତରେ କମ ରହିଛି । ଏଏସଆଇ ସ୍ଥିତି ଅନୁଧ୍ୟନ ପରେ ରାଜ୍ୟ ସରକାରଙ୍କୁ ସମସ୍ତ ରିପୋର୍ଟ ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking