28.1 C
Bhubaneswar
Sunday, March 29, 2026
Homeଓଡିଶାଢାକାରେ ବସି ଅପରେଟ କରୁଥିଲା ଆସାଦୁର୍‌

ଢାକାରେ ବସି ଅପରେଟ କରୁଥିଲା ଆସାଦୁର୍‌

ଭୁବନେଶ୍ୱର : ସିମ୍ ବକ୍ସ ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଲେ କମିଶନର । ସ୍ମାର୍ଟ ସୁଇଚ୍‌ରେ ଢାକାରେ ବସି ଅପରେଟ କରୁଥିଲା ଆସାଦୁର୍ ଜମାନ । ଢାକାରେ ଆସାଦୁର ଏକ ସଫ୍ଟଓୟାର କଂପାନୀ ଚଳାଉଥିଲା । ନିଜେ ପ୍ରତିଷ୍ଠା କରିବା ସହ ପରିଚାଳନା କରୁଥିଲା ଆସାଦୁର ଜମାନ । ଭୁବନେଶ୍ୱର ଓ ରାଞ୍ôଚ ସିମ୍‌ବକ୍ସ ସେଣ୍ଟରକୁ ଡାଇରେକ୍ଟ ଅପରେଟ କରୁଥିଲା । ସ୍ମାର୍ଟ ସୁଇଚ୍ ଲଗାଇ ଢାକାରେ ବସି ସେ ସିମ୍‌ବକ୍ସ ଅପରେଟ କରୁଥିଲା । ଭାରତରେ ୨ ମାସ ଥିଲା, ଅଗରତାଲା ବାଟେ ଆସି ପଶ୍ଚିମବଙ୍ଗ ବାଟେ ଯାଇଛି । ରାଜୁ ମଣ୍ଡଳ ଏନ୍‌ଆଇଏ ଟିମ୍ ଜେରା କରିଛି, ଆଉ କିଛି ଜେରା କରିପାରେ । ରାଜୁ ମଣ୍ଡଳକୁ ଆଉ ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking