22.1 C
Bhubaneswar
Friday, January 16, 2026
Homeଓଡିଶାଅରବିନ୍ଦଙ୍କ ଖୋଲା ଚ୍ୟାଲେଞ୍ଜ: ପ୍ରମାଣ ଦିଅ

ଅରବିନ୍ଦଙ୍କ ଖୋଲା ଚ୍ୟାଲେଞ୍ଜ: ପ୍ରମାଣ ଦିଅ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ । ଯାହାବି ଅଭିଯୋଗ ଲଗାଯାଇଛି ପ୍ରମାଣ ଦିଅନ୍ତୁ କହିଲେ ଅରବିନ୍ଦ । ଦେଢ ବର୍ଷରୁ ବିଧାୟକ ରହିଆସିଛି, ୩ଟି ବ୍ଲକରେ ଦୁର୍ନୀତି ହୋଇନି । ଅଖଣ୍ଡ କ୍ଷମତା ପାଇନି ଯେ ଦୁର୍ନୀତି କରିବି, ଅଭିଯୋଗ ମିଛ । କାହା ସହ ସହ ଯଦି ବିଶ୍ୱାସଘାତ କରିଛି ପ୍ରମାଣ କରନ୍ତୁ । ଦେଢ ବର୍ଷର କାହା ସହ ଖରାପ ସଂପର୍କ ନାହିଁ, କାହାକୁ ଗାଳିଗୁଲଜ କରିନି । ଯଦି ବିରୋଧୀ ଅନୁଭବ କରୁଥିଲେ, ଆଗରୁ କହିଲେନି । କୌଣସି ସୋ କଜ ନୋଟିସ ନ ଦେଇ ନିଲମ୍ବନ କରାଗଲା । ଦଳ ନିଜର ଆଭିମୁଖ୍ୟ ତଥ୍ୟ ସହ ପ୍ରକାଶ କରୁ । ବ୍ୟସ୍ତ ବିବ୍ରତ ଆଦୌ ନୁହେଁ, ପାଟକୁରାବାସୀଙ୍କ ସହ ରହିବି । ସୂଚନାଥାଉ କି ଗତକାଲି ବିଜେଡି ସଭାପତି ନବୀନ ଟ୍ଟନାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking