ଭୁବନେଶ୍ୱର: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବୟାନ ରଖିଛନ୍ତି । ଦୁଇ ଅଣଓଡିଆ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ କ୍ଲିନଚିଟ ଦେଲେ । ସେମାନଙ୍କୁ ପନିସମେଣ୍ଟ ନୁହେଁ ପ୍ରମୋସନ ମିଳିଛି । ହେଲିକେପ୍ଟରରେ ବୁଲିଲେ ବୋଲି ବାରମ୍ବାର କହିଲେ । ସେମାନଙ୍କ ବିରୋଧରେ ଆକ୍ସନ କିଛି ହେଲା ନାହିଁ । ଅଜାଗା ଘା ଦେଖି ପାରୁନାହାନ୍ତି କି ଦେଖାଇପାରୁନାହାନ୍ତି ।