26.1 C
Bhubaneswar
Wednesday, December 17, 2025
Homeଓଡିଶାଜବାବ ଦାଖଲ କଲେ ଅରୁଣ

ଜବାବ ଦାଖଲ କଲେ ଅରୁଣ

କଟକ  : ଜବାବ ଦାଖଲ କଲେ ଅରୁଣ ସାହୁ ।  ନିର୍ବାଚନରେ  ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ଜବାବ ଦାଖଲ କଲେ ଅରୁଣ ସାହୁ ।  ଏନେଇ ହାଇକୋର୍ଟରେ  ଜବାବ ଦାଖଲ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ତାଙ୍କ ବିରୁଦ୍ଧରେ  ହୋଇଥିବା ମାମଲା ଖାରଜ ପାଇଁ ଆବେଦନ କରିଛନ୍ତି  ଅରୁଣ । ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ପ୍ରତ୍ୟୁସା ରାଜେଶ୍ୱରୀ ମିଥ୍ୟା ସତ୍ୟ ପାଠ ଦାଖଲ ଅଭିଯୋଗ ଆଣିଥିଲେ । ତେବେ ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୮ରେ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking