33.1 C
Bhubaneswar
Tuesday, March 31, 2026
Homeଓଡିଶାଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଢିଲା ଗିରଫଦାରି

ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଢିଲା ଗିରଫଦାରି

ବରଗଡ଼: ବରଗଡ଼ ଜିଲ୍ଲା ବରପାଲିରେ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଢିଲା ଗିରଫଦାରି । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ୧୦ ଜଣ ଛାତ୍ର, ଜଣେ କମ୍ପ୍ୟୁଟର ଦୋକାନୀ ଓ କିରାଣୀଙ୍କୁ ବାନ୍ଧିଛି ବରପାଲି ପୋଲିସ। ଗିରଫ କିରାଣୀ ହେଉଛନ୍ତି ନାକଟିଦେଉଳ ମହାବିଦ୍ୟାଳୟର ଆଲୋକ ସାହୁ। ବରପାଲି ମହାବିଦ୍ୟାଳୟରେ ଯୁକ୍ତ ତିନି ତୃତୀୟ ସେମିଷ୍ଟାର ପରୀକ୍ଷା ବେଳେ ପ୍ରଶ୍ନ ପତ୍ର ଲିକ୍‌ ହୋଇଥିଲା କ୍ଷ ପରୀକ୍ଷା ଚାଲିଥିବା ବେଳେ ସ୍କ୍ବାଡ୍ ଦ୍ବାରା କିଛି ବିଦ୍ୟାର୍ଥୀ ଧରାପଡ଼ିଥିଲେ। ଏନେଇ ବରପାଲି କଲେଜ ପ୍ରିନ୍ସିପାଲ ବରପାଲି ଥାନାରେ ଏତଲା ଦେଇଥିଲେ। ପୋଲିସ ଅଟକ ରଖି ପଚରାଉଚରା କରିବା ପରେ ୧୨ ଜଣଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking