20.1 C
Bhubaneswar
Saturday, December 6, 2025
Homeଓଡିଶାଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଅସଦାଚରଣ କରି ଗିରଫ

ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଅସଦାଚରଣ କରି ଗିରଫ

କଟକ:  ମହିଳା ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଅସଦାଚରଣ ଅଭିଯୋଗ  । ସଦର ଥାନା ଫୁଲନଖରା  ଅଞ୍ଚଳର  ସରକାରୀ ଡାକ୍ତରଖାନାରେ ଅସଦାଚରଣ ଅଭିଯୋଗ ।  ଅଭିଯୁକ୍ତ ପବ୍ଲିକ ହେଲ୍‌ଥ ମ୍ୟାନେଜର ନିଶିଥ ସାହୁ ଗିରଫ ହୋଇଛନ୍ତି । କୋର୍ଟ ଚାଲାଣ କରାଯାଇଛି । ଏନେଇ ଅତିରିକ୍ତ ଅର୍ୱାନ ପ୍ରାଇମେରୀ ହେଲଥ ଅଫିସରଙ୍କୁ ଜଣାଇଥିଲେ । କାଯ୍ୟାନୁଷ୍ଠାନ  ନ ହେବାରୁ ସଦର ଥାନାରେ ଏତଲା ପରେ ଗିରଫ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking