Homeଅପରାଧବନ୍ଧା ହେଲେ ଠକ ମହିଳା ଅପରାଧଓଡିଶାଗଞ୍ଜାମ ବନ୍ଧା ହେଲେ ଠକ ମହିଳା By Ona Khabara 10/11/2024 Share FacebookTwitterPinterestWhatsAppLinkedinReddItTelegram ବ୍ରହ୍ମପୁର: ଗଂଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ ମହିଳା ଗିରଫ। ଆକାଉଣ୍ଟାଣ୍ଟକୁ ଗିରଫ କରି କୋର୍ଟଚାଲାଣ କଲା ସଦର ଥାନା ପୋଲିସ । ଘରୋଇ କମ୍ପାନୀର ୭ ଲକ୍ଷ ୨୨ ହଜାର ଟଙ୍କା ଲୁଟାଇଥିବା ନେଇ ସୂଚନା । ଆଦାୟ ଟଙ୍କାକୁ କମ୍ପାନୀର ଆକାଉଣ୍ଟରେ ଜମା କରିନଥିଲେ । Share FacebookTwitterPinterestWhatsAppLinkedinReddItTelegram Previous article୫୦ ଟଙ୍କା ପାଇଁ ମହାଭାରତ: ୩ ଗୁରୁତରNext articleବିଜେଡି ମିଛ ବୟାନ ବାଜି ନ କରିବା ଉଚିତ: ପୃଥ୍ୱୀରାଜ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ମୂର୍ତ୍ତି ଚୋରି ମାମଲା: ରଜନୀକାନ୍ତ ଭୈଁସାଲକୁ ୨ ବର୍ଷ କାରାଦଣ୍ଡ ଓଡିଶା ତିନି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ ଓଡିଶା ଦେବୀ ରଞ୍ଜନ ତ୍ରିପାଠୀଙ୍କ ଘର ଆଗରେ ବିଜେଡିର ବିକ୍ଷୋଭ ଓଡିଶା କଟକ ଜିଲ୍ଲା କଂଗ୍ରେସ ରାଜ୍ୟରେ ଉଦାହରଣ ସୃଷ୍ଟି କରିବ : ଭକ୍ତ