ଭୁବନେଶ୍ୱର : ଗୃହରେ କିଟ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି ବାବୁ ସିଂ । କିଟ୍ର ଏଭଳି ଆଚରଣ ପାଇଁ ଓଡିଶା ଭାରତ ବର୍ଷରେ ଲଜ୍ଜିତ । ବାହାର ଦେଶର ପିଲାଙ୍କୁ ଦୁବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ଅଟେ । କିଟ କର୍ତ୍ତୁପକ୍ଷ ପ୍ରରୋଚନାରେ ଏସବୁ କାଯ୍ୟ ହୋଇଥିବ କହିଛନ୍ତି ବାବୁ ସିଂ । ତୁରନ୍ତ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ ।










