27.1 C
Bhubaneswar
Sunday, March 29, 2026
Homeଓଡିଶାବ୍ୟାଙ୍କରେ ସଶସ୍ତ୍ର  ଡାକାୟତି 

ବ୍ୟାଙ୍କରେ ସଶସ୍ତ୍ର  ଡାକାୟତି 

କେନ୍ଦୁଝର:  ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ସଶସ୍ତ୍ର ଡାକାୟତି ।  ଯୋଡା ସହର ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ହୋଇଛି । ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା ଓ ସୁନା ଗହଣା । ୫ ଜଣ ଦୁବୃତ୍ତ ବ୍ୟାଙ୍କରେ  ଆତଙ୍କ ଖେଳାଇ ଚମ୍ପଟ  ହୋଇଯାଇଛନ୍ତି । ଘଟଣାସ୍ଥଳରେ ଯୋଡାଥା ପୋଲିସ ଛାନଭିନ କରୁଛି । ପ୍ରାୟ ୧୦ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ ହୋଇଥିବା  ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking