33.1 C
Bhubaneswar
Thursday, June 5, 2025
Homeଓଡିଶାଭିଜିଲାନ୍ସ ଜାଲରେ ଏଆର୍‌ଆଇ

ଭିଜିଲାନ୍ସ ଜାଲରେ ଏଆର୍‌ଆଇ

ପୁରୀ : ଲାଞ୍ଚ ନେଇ ଧରାପଡିଲେ ପୁରୀ ଜିଲ୍ଲା ଚନ୍ଦନପୁରର ଏଆର୍‌ଆଇ । ୫୧ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ ଏଆର୍‌ଆଇ ପବିତ୍ର କାଣ୍ଡି । ଚାଷ ଜମିକୁ ଘରବାରୀ କରିବା ଲାଗି ତଦନ୍ତ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲେ । କାଣ୍ଡିଙ୍କ ତିନୋଟି ସ୍ଥାନରେ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢଉ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking