14.1 C
Bhubaneswar
Saturday, December 6, 2025
Homeଓଡିଶାଘର ଭିତରେ ରୁମ ହିଟର ବ୍ୟବହାର କରୁଛନ୍ତି କି ?

ଘର ଭିତରେ ରୁମ ହିଟର ବ୍ୟବହାର କରୁଛନ୍ତି କି ?

ଭୁବନେଶ୍ୱର:  ଡିସେମ୍ବର ଏବଂ  ଜାନୁଆରୀ ମାସରେ   ସବୁଠାରୁ  ଅଧିକ ଶୀତ ହୁଏ । ଶୀତରୁ ରକ୍ଷା ପାଇବା ପାଇଁ  ଲୋକମାନେ ରୁମ ହିଟର ବ୍ୟବହାର କରନ୍ତି । ହେଲେ ହିଟର ବ୍ୟବହାର କରିବା ସମୟରେ ସତର୍କତାରେ ରହିବା ଆବଶ୍ୟକ ।  ଏହାକୁ ବ୍ୟବହାର  କରିବା ପୂର୍ୱରୁ  ରୁମ ହିଟରକୁ ପ୍ରଥମେ ଭଲ ଭାବରେ ସଫା କରିବା ଉଚିତ ।  ଅଧିକାଂଶ ଲୋକେ  ରୁମ ହିଟରକୁ ଅଧିକ ସମୟ ପଯ୍ୟନ୍ତ  ଚାଲୁ ରଖିଥାନ୍ତି  । ହେଲେ ଏହାକୁ ମଝିରେ ବନ୍ଦ କରିବା ଉଚିତ ।  ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ  ଡିଟର ଲଗାଇ ଶୋଇଥାନ୍ତି ।  କିନ୍ତୁ ଏଠାରୁ ଦୂରେଇ ରହିବା ଉଚିତ ।  ଏହା ବିପଜ୍ଜନକ ହୋଇଥାଏ ।  ହିଟର ଚାଲୁଥିବା ସମୟରେ  ରୁମର ସବୁ ଝରକାକୁ ଖୋଲା କରି ରଖନ୍ତୁ ।  ହିଟର ନିକଟରେ ଏଭଳି କିଛି ରଖନ୍ତୁ ନାହିଁ ଯାହାକି ଅଗ୍ନିକାଣ୍ଡ ସୃଷ୍ଟି କରିପାରେ ।  ଯେଉଁମାନଙ୍କର ଆଜମା ଏବଂ ଶ୍ୱାସକ୍ରିୟାରେ  ସମସ୍ୟା ଥାଏ  ସେମାନେ  ଉତ୍ତାପର  ଅତ୍ୟଧିକ ବ୍ୟବହାରରୁ  ଦୂରେଇ ରହିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking