17.1 C
Bhubaneswar
Wednesday, February 4, 2026
Homeଓଡିଶାଅର୍ଚ୍ଚନାଙ୍କୁ ଓକିଲାତି ମନା

ଅର୍ଚ୍ଚନାଙ୍କୁ ଓକିଲାତି ମନା

ଭୁବନେଶ୍ୱର: ଆଇନଜୀବୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଅର୍ଚ୍ଚନା ନାଗ ଆଇନଜୀବୀ ପେଶାରୁ ନିଲମ୍ବିତ । ଅନ୍ତରୀଣ ନିଲମ୍ବନ ନିଷ୍ପତ୍ତି ନେଲା ରାଜ୍ୟ ଆଇନଜୀବୀ ପରିଷଦ । ଏହା ପୂର୍ବରୁ ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ଗତ ଶୁକ୍ରବାର ଚଢ଼ାଉ କରାଯାଇଥିଲା। ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଟିମ୍ ପକ୍ଷରୁ ନାଗଙ୍କ ଘରେ ଯାଞ୍ଚ ଚାଲିଥିଲା। ମିଳିଥିବା ସୂଚନା ଅନୁସାରେ, ୨୦୨୨ ଅର୍ଥ କାରବାର ମାମଲାର ତଦନ୍ତ ସମୟରେ ଇଡି ପକ୍ଷରୁ ଅର୍ଚ୍ଚନାଙ୍କୁ ଉକ୍ତ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ସେ ଇଡି ନିର୍ଦେଶ ଅବମାନନା କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking