21.1 C
Bhubaneswar
Friday, December 12, 2025
Homeଓଡିଶାଶ୍ରୀମନ୍ଦିରରୁ ବାହାରିବା ପରେ ମନ୍ତବ୍ୟ ରଖିଛନ୍ତି ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିରରୁ ବାହାରିବା ପରେ ମନ୍ତବ୍ୟ ରଖିଛନ୍ତି ମୁଖ୍ୟ ପ୍ରଶାସକ

ପୁରୀ : ଶ୍ରୀମନ୍ଦିରରୁ ବାହାରିବା ପରେ ମନ୍ତବ୍ୟ ରଖିଛନ୍ତି ମୁଖ୍ୟ ପ୍ରଶାସକ । ଭିତର ଭଣ୍ଡାର ଅଳଙ୍କାର ଆଜି ଖୋଲିଲୁନି ବୋଲି କହିଲେ ଅରବିନ୍ଦ ପାଢ଼ୀ । ଆଜି ଖୋଲାଯାଇପାରିଲାନି, ଆଉ ଦିନେ ଖୋଲାଯିବ ।ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ କାମ ବହୁତ ସମୟ ଲାଗିଗଲା । କାଲି ବାହୁଡ଼ା ଯାତ୍ରା ଥିବାରୁ ଅନେକ ନୀତିକାନ୍ତି ରହିଛି । ବାହୁଡ଼ା, ସୁନାବେଶ ସରିବା ପରେ ଆଉ ଦିନେ ନିର୍ଦ୍ଧାରଣ କରାଯିବ ବୋଲି କହିଲେ ମୁଖ୍ୟ ପ୍ରଶାସକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking