30.1 C
Bhubaneswar
Sunday, March 22, 2026
Homeଓଡିଶାରଥ ଉପରକୁ ମୋବାଇଲ ନେଲେ ହେବ କାର୍ଯ୍ୟାନୁଷ୍ଠାନ : ଅରବିନ୍ଦ ପାଢ଼ୀ

ରଥ ଉପରକୁ ମୋବାଇଲ ନେଲେ ହେବ କାର୍ଯ୍ୟାନୁଷ୍ଠାନ : ଅରବିନ୍ଦ ପାଢ଼ୀ

ଭୁବନେଶ୍ୱର : ରଥ ଉପରକୁ ମୋବାଇଲ ନେଲେ ହେବ ଦୃଢକାର୍ୟ୍ୟାନୁଷ୍ଠାନ ଏନେଇ କଡା ଚେତାବନୀ ଦେଲେ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ବଳଭଦ୍ରଙ୍କ ପହଣ୍ଡି ବିଜେ ବେଳେ ଯେଉଁ ଅଘଟଣ ଘଟିଥିଲା ତାହା ଯେମିତି ପୁନର୍ବାର ନଘଟୁ। ବିଶୃଖଳାକୁ ରୋକାଯିବ।  ଯେଉଁ ସେବାୟତ ମୋବାଇଲ ନେଇ ରଥ ଉପରକୁ ଯିବେ ତାଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ ଏବଂ ଅଣସେବାୟତଙ୍କୁ ରଥ ଉପରକୁ ଚଢିଆଯିବନି ଆଉ ଯିଏ ନମାନିବ ତାଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କଡା ଚେତାବନୀ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking