26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶକେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ

କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ | ହେଲେ ଏବେ କେଜ୍ରିୱାଲ ଜେଲରୁ ବାହାରି ପାରିବେନି | ଏହି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ |ଯାହାକୁ ନେଇ ଆମ ଆଦମୀ ପାର୍ଟି ନିଜର ଖୁସି ବ୍ୟକ୍ତ କରିଛି ଜ୍ଝ ବଡବେଞ୍ଚରେ ହେବ କେଜ୍ରିୱାଲଙ୍କ ଶୁଣାଣି ଜ୍ଝ୩ଜଣିଆ ବେଞ୍ଚରେ ହେବ କେଜ୍ରିୱାଲଙ୍କ ଶୁଣାଣି ଜ୍ଝତେବେ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିଲେ କେଜ୍ରିୱାଲ| ଆଜି ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।ଚଳିତ ବର୍ଷ ମାର୍ଚ୍ଚ ୨୧ରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ମେ’ ୩୦ରେ ସୁପ୍ରିମକୋର୍ଟ ୨୧ ଦିନ ପାଇଁ ଜାମିନ ଦେଇଥିଲେ। ଜୁନ ୨ରେ ସେ ଲୋକସଭା ନିର୍ବାଚନ ସାରି ପୁଣି ତିହାର ଜେଲକୁ ଫେରିଥିଲେ।ହେଲେ ଆଜି ତାଙ୍କୁ ଅନ୍ତରୀଣ ଜାମିନ ମିଳିଛି ହେଲେ ଜେଲ୍ରୁ ବାହାରକୁ ବାହାରି ପାରିବେନି କେଜ୍ରିୱାଲ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking