19.1 C
Bhubaneswar
Tuesday, January 13, 2026
Homeଓଡିଶାସମ୍ବଲପୁରରେ ହେବ ଆକ୍ୱା ପାର୍କ – ଗୋକୁଳାନନ୍ଦ ମଲ୍ଲିକ

ସମ୍ବଲପୁରରେ ହେବ ଆକ୍ୱା ପାର୍କ – ଗୋକୁଳାନନ୍ଦ ମଲ୍ଲିକ

ସମ୍ବଲପୁର : ସମ୍ବଲପୁରରେ  ହେବ ୧୦୦ କୋଟି ଟଙ୍କାର ଆକ୍ୱା ପାର୍କ । ବିଶ୍ୱ ମତ୍ସ୍ୟ ଦିବସରେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା ରହିଛି । ୧୦୦ ଏକର ଜମି ଉପରେ ଆକ୍ୱା ପାର୍କ ପ୍ରତିଷ୍ଠା ହେବ ।  ଓଡିଶାରେ ହେବ  ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ । ମଧୁର  ମାଛ ଉତ୍ପାଦନରେ ଆତ୍ମ ନିର୍ଭର ହେବ ଓଡିଶା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking