ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ କରିପାରନ୍ତି ସରକାର । କ୍ୟାବିନେଟ ମଞ୍ଜୁରୀ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ କୁ ଅନୁମୋଦନ । ଶୀଘ୍ର ସଂସଦର ଶୀତ ଅଧିବେଶନରେ ହୋଇପାରେ ଆଗତ । ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ କରିପାରନ୍ତି ସରକାର ।