ଭୁବନେଶ୍ୱର: ରାଜ୍ୟର ୨୩ ଜିଲ୍ଲାରେ ସରିଲାଣି ସରକାରୀ ଓକିଲ ନିଯୁକ୍ତି । ବାକି ୭ ଜିଲ୍ଲାରେ ଖୁବ୍ଶୀଘ୍ର ନିଯୁକ୍ତି ସରିବ କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ ନିଯୁକ୍ତି ନେଇ ୧୨ ଜିଲ୍ଲାରେ ପ୍ରକାଶ ପାଇଛି ବିଜ୍ଞପ୍ତି । ଛୁଟି ପରେ ବାକି ୧୧ ଜିଲ୍ଲାରେ ବିଜ୍ଞପ୍ତି ପ୍ରକାଶ ପାଇବ । ବୋର୍ଡ ନିଗମ ନିଯୁକ୍ତି ବି ଖୁବ୍ଶୀଘ୍ର ସରିବ ।










