32.1 C
Bhubaneswar
Thursday, February 19, 2026
Homeଓଡିଶାମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ

ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଥିବା ମାଓବାଦୀଙ୍କୁ ଦକ୍ଷିଣାଞ୍ଚଳ ଆଇଜିଙ୍କ ଅପିଲ । ଧାର୍ଯ୍ୟ ସମୟ ପୂର୍ବରୁ ଆତ୍ମସମର୍ପଣ କରିବାକୁ ଅପିଲ କରିଛନ୍ତି । ସରକାରୀ ନିୟମାନୁଯାୟୀ ସବୁ ପ୍ରକାର ସହାୟତା ମିଳିବ । କନ୍ଧମାଳ ମାଓ ଅଞ୍ଚଳରେ ଚାଲିଛି ଅପରେସନ, ଆଗକୁ ଆହୁରି ହେବ ଜୋରଦାର ସର୍ଚ୍ଚ ଅପରେସନ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ପୁରା ରାଜ୍ୟରୁ ମାଓମୁକ୍ତ କରାଯିବ । ଏଯାଏ ଅନେକ ମାଓବାଦୀ ସୁରକ୍ଷା କର୍ମୀଙ୍କ ଗୁଳି ଟଳିଥିବା ବେଳେ ଆଉ କେତେଜଣ ଆତ୍ମସମର୍ପଣ ନିଜ ଜୀବନରେ ଆଗକୁ ବଢିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking