ଭୁବନେଶ୍ୱର: ରାଜ୍ୟରେ ହଟିଲା ପାର୍ଟ ପ୍ଲଟ ପ୍ଲଟ ବିକ୍ରି ପାଇଁ ସମସ୍ତ କଟକଣା । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଝିଅ ବାହାଘର ଓ ଉଚ୍ଚ ଶିକ୍ଷା ଟଙ୍କା ଯୋଗାଡ ସମସ୍ୟା ହଟିଲା ା ୫ ହଜାର ୨୦୦ ବର୍ଗଫୁଟର ପାର୍ଟ ପ୍ଲଟ ବିକ୍ରି କଟକଣା ଲାଗିଲା । ଷ୍ଟେକ ହୋଲଡରଙ୍କୁ ଆଖି ଆଗରେ ରଖି ବ୍ୟବସ୍ଥା କରାଯାଇଛି । କୃଷି ଜମି ଉପରେ ସମସ୍ତ କଟକଣା ହଟିଛି । କେବଳ ଘର ବାଡି ଜମିରେ କଟକଣା ରହିଛି । ଖୁବଶୀଘ୍ର ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ନେଇ ବାଟ ଫିଟିବ ।