27.1 C
Bhubaneswar
Monday, July 14, 2025
Homeଓଡିଶାଅଣସେବାୟତ ରଥରେ ଚଢିଲେ ଗିରଫ ହେବେ: ମନ୍ତ୍ରୀ

ଅଣସେବାୟତ ରଥରେ ଚଢିଲେ ଗିରଫ ହେବେ: ମନ୍ତ୍ରୀ

ଭୁବନେଶ୍ୱର: ରଥଯାତ୍ରାକୁ ନେଇ ସରକାରଙ୍କ କଠୋର ଆଭିମୁଖ୍ୟ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅଣସେବାୟତ ରଥରେ ଚଢିଲେ ଗିରଫ ହେବେ । ରଥ ଉପରେ ମୋବାଇଲ ଫଓନ ବ୍ୟାନ ହେବ । ପହଣ୍ଡିରେ କେଉଁ ସେବାୟତ ରହିବେ ତାଲିକା ହେବ । ଅଭିଜ୍ଞ, ବରିଷ୍ଠ ଓ ଯୁବବର୍ଗଙ୍କୁ ନେଇ ଟିମ୍ ହେବ । ଘଣ୍ଟୁଆ ସେବାୟତଙ୍କ ମଧ୍ୟ ତାଲିକା ପ୍ରସ୍ତୁତ ହେବ । ତାଲିକା ପାଇଁ ନିଯୋଗ ସେବାୟତଙ୍କ ନାଁ ଦେବେ । ଛତିଶି ନିଯୋଗ ସହ ଆଲୋଚନାରେ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking