26.1 C
Bhubaneswar
Tuesday, April 1, 2025
Homeଓଡିଶାମାର୍ଚ୍ଚ ୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନା

ମାର୍ଚ୍ଚ ୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନା

ଭୁବନେଶ୍ୱର: ମାର୍ଚ୍ଚ ୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ । ଭବାନୀପାଟଣାରେ ଯୋଜନାର ହେବ ଶୁଭାରମ୍ଭ । ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୱାର୍କ ଅର୍ଡର ପାଇବେ ହିତାଧିକାରୀ । ଗୁରୁତର ରୋଗରେ ପୀଡିତ ବ୍ୟକ୍ତି ପାଇବେ ୱାର୍କ ଅର୍ଡର । ବିଧବା ମହିଳା, ସହିଦଙ୍କ ପରିବାର ବି ପାଇବେ ସୁବିଧା  । ଏହି ଯୋଜନାରେ ୫୦ ହଜାର ଲୋକଙ୍କୁ  ଯୋଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏ ନେଇ ଗୁରୁବାର ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking