27.1 C
Bhubaneswar
Sunday, June 30, 2024
Homeଓଡିଶାକୋରାପୁଟରେ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ

କୋରାପୁଟରେ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ

କୋରାପୁଟ : କୋରାପୁଟ ଜିଲ୍ଲାରେ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡିପ୍‌ଥେରିଆ, ଜଣ୍ଡିସ ଓ ପରେ ପରେ ଆନ୍ଥ୍ରାକ୍ସ ଆତଙ୍କ ଖେଳାଇବାରେ ଲାଗିଛି । କୋରାପୁଟ ଜିଲ୍ଲାରେ ଗୋଟେ ପଟେ ଡିପ୍‌ଥେରିଆ ରୋଗ ବ୍ୟାପୁଥିବାବେଳେ ଅନ୍ୟପଟେ ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାର ପଡ଼େଇଗୁଡ଼ା ଗାଁରେ ୬ ଜଣଙ୍କ ପାଖରେ ଆନ୍ଥ୍ରାକ୍ସର ଲକ୍ଷଣ ଦେଖାଯାଇଥିଲା । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଇଥିଲା । ପରେ ସେମାନଙ୍କ ମଧ୍ୟରୁ ୨ ଜଣ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଉକ୍ତ ୨ ଜଣଙ୍କୁ ଆଇସୋଲେସନରେ ରହିବା ପାଇଁ କୁହାଯାଇଛି । କିପରି ଆଉ ଆନ୍ଥ୍ରାକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ନ ବଢିବ ସେଥିପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking