27.1 C
Bhubaneswar
Wednesday, March 18, 2026
Homeଓଡିଶାପୁଣି ପୋଡ଼ିଗଲେ ଆଉ ଜଣେ ମହିଳା

ପୁଣି ପୋଡ଼ିଗଲେ ଆଉ ଜଣେ ମହିଳା

ପିପିଲି: ପୁଣି ମହିଳା ପୋଡ଼ି। ଓଡ଼ିଶାରେ ଏବେ ଟ୍ରେଣ୍ଡ ପାଲଟିଛି ଜଳିଯିବା ଘଟଣା। ଜଣକ ପରେ ଜଣେ ଜଳୁଛନ୍ତି। ଏହାରି ଭିତରେ ମାସେ ଭିତରେ ପାଖାପାଖି ୬ ରୁ ୭ ଜଣ ଯୁବତୀ, ନାବାଳିକା ତଥା ମହିଳା ଜଲିଲେଣି। ଆଉ ଏବେ ପୁଣି ଜଣେ ମହିଳା ପୋଡ଼ି ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୁଣି ଜଳିଗଲେ ମହିଳା। ନିଆଁରେ ପୋଡ଼ିଯାଇ ଗୁରୁତର ହେଲେ ମହିଳା। ନିଆଁରେ ପୋଡ଼ି ହୋଇଯାଇଥିବା ମହିଳା ପିପିଲି ଥାନା ଅନ୍ତର୍ଗତ ଜୟପୁରର ବୋଲି ଜଣାପଡିଛି। ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ତେଣୁ ପିଡୀତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ହେଲେ କିପରି ମହିଳାଙ୍କ ଦେହରେ ନିଆଁ ଲାଗିଲା ନିଜେ ଜଳିଲେ ନା ତାଙ୍କୁ କିଏ ଜାଳିଦେଲା ତାହା ଏଯାଏଁ ସ୍ପଷ୍ଟ ହୋଇନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking