21.1 C
Bhubaneswar
Monday, February 2, 2026
Homeଓଡିଶାନିରଞ୍ଜନଙ୍କ ଘରୁ ପୁଣି ଚୋରି ଉଦ୍ୟମ

ନିରଞ୍ଜନଙ୍କ ଘରୁ ପୁଣି ଚୋରି ଉଦ୍ୟମ

ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ପୁଣି ଚୋରି ଉଦ୍ୟମ ହୋଇଛି । ଆଇଆରସି ଭିଲେଜରେ ଥିବା ଆଉ ଏକ ଘରୁ ଚୋରି ଉଦ୍ୟମ କରାଯାଇଛି । ଘରେ ଚୋର ପଶିଥିବା ସିସିଟିଭିରେ କଏଦ ହୋଇଥିଲା । ଝରକା ଖୋଲି ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲା । ଘର କାର୍ମଚାରୀ ଦେଖିବାରୁ ଦୌଡିବାକୁ ଉଦ୍ୟମ କରିଥିଲା । ଅଭିଯୁକ୍ତକୁ କାବୁ କରି ପଚରାଉଚରା କରୁଛି ପୁଲିସ୍ । ୨୫ ରାତିରେ ନିରଞ୍ଜନଙ୍କ ନୟାପଲ୍ଲୀ ଘରୁ ଚୋରି ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking