21.1 C
Bhubaneswar
Monday, December 22, 2025
Homeଓଡିଶାବିଜେଡିରେ ପୁଣି ଭୋଜି, ପୁଣି ମେଳି

ବିଜେଡିରେ ପୁଣି ଭୋଜି, ପୁଣି ମେଳି

ଭୁବନେଶ୍ୱର: ବିଜେଡିରେ ପୁଣି ଭୋଜି, ପୁଣି ମେଳି। ଅଶୋକ ପଣ୍ଡାଙ୍କ ଦ୍ୱାରା ଆୟୋଜିତ ପ୍ରସାଦ ସେବନରେ ସାମିଲ ହେଲେ କିଛି ବିଜେଡି ନେତା । ଏଥି ସହିତ ଭୁମୁକା ଭଜିରେ ବି କିଛି ନେତା ସାମିଲ ହୋଇଛନ୍ତି । କିଛି ବରିଷ୍ଠ କିଛି କନିଷ୍ଠ ପ୍ରସାଦ ସେବନ ନାଁରେ ଏକାଠି ହେଲେ । ପ୍ରଫୁଲ୍ଲ ଘଡେଇ, ଶଶି ବେହେରା, ଦେବାଶିଷ ସାମନ୍ତରାୟ ସମ୍ବିତ ରାଉତରାୟ, ରୁଦ୍ର ମହାରଥି, ଚନ୍ଦ୍ର ସାରଥୀ ବେହେରା, ପ୍ରଣବ ବଳବନ୍ତରାୟ ଓ ରଘୁନାଥ ସାହୁଁ ପ୍ରମୁଖ ସାମିଲ ହୋଇଛନ୍ତି । ସୂଚନା ଥାଉକି, କିଛି ଦିନ ପୂର୍ବରୁ ମଧ୍ୟ କିଛି ବିଜେଡିର ବରିଷ୍ଠ ନେତା ଭୋଜି କରିଥିଲେ।  ବିଧାୟକ ଅରୁଣ ସାହୁଙ୍କ ଘରେ ବାଲେଶ୍ୱରର ବିଜେଡି ନେତା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଓ ସ୍ୱରୂପ ଦାସ ଅରୁଣ ଘରକୁ ଯିବାକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking