29.1 C
Bhubaneswar
Tuesday, February 10, 2026
Homeଓଡିଶାପୁଣି ଏକ ହାତୀର ମୃତ୍ୟୁ

ପୁଣି ଏକ ହାତୀର ମୃତ୍ୟୁ

ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର  ଗାଁ ବିଲରେ ପଡିଛି ଦନ୍ତା ହାତୀର ମୃତଦେହ । ଅଁଳାବରେଣୀ ବନାଞ୍ଚଳ ଜାମୁଝରୀ ଗାଁରେ ଦନ୍ତାହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୨୫ରୁ ୩୦ ମଧ୍ୟରେ ହେବ । ହାତୀ ହାତୀ ମଧ୍ୟରେ ଲଢେଇ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking