27.1 C
Bhubaneswar
Wednesday, February 4, 2026
Homeଓଡିଶାପାଣ୍ଡିଆନଙ୍କ ପାଇଁ ପୁଣି ବଢିଲା ଅଡୁଆ

ପାଣ୍ଡିଆନଙ୍କ ପାଇଁ ପୁଣି ବଢିଲା ଅଡୁଆ

ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କ ପାଇଁ ପୁଣି ବଢିଲା ଅଡୁଆ । ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୂର୍ବତନ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର ଦସ୍ତାବିଜ ଏବଂ ଇଲେକ୍ଟ୍ରୋନିକ ରେକର୍ଡ ମାଗିଲା କ୍ରାଇମବ୍ରାଞ୍ଚ । ଦସ୍ତାବିଜ ଓ ଇଲୋକ୍ଟ୍ରୋନିକ ରେକର୍ଡ ଦାକଲ କଲେ ହିଁ ତଦନ୍ତ ଆଗକୁ ବଢିବ ବୋଲି ଅଭିଯୋଗ କରି ଭାକତୀୟ ବିକାଶ ପରିଷଦର ସଭାପତି ସୁରେଶ ପାଣିଗ୍ରାହୀଙ୍କୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । ପାଣ୍ଡିଆନ ଓଡିଶା ବିଜନେସରୁ ୧୯୫୬ର ଉଲ୍ଲଙ୍ଘନ କରି ଅନେକ ବୈଠକ କରିଥିଲେ । ଯାହାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ ସୁରେନ୍ଦ୍ର ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking