17.1 C
Bhubaneswar
Wednesday, February 4, 2026
Homeଓଡିଶାଭୁବନେଶ୍ୱରରେ ପୁଣି ‘ଆମ ବସ୍‌’ ଦୁର୍ଘଟଣା

ଭୁବନେଶ୍ୱରରେ ପୁଣି ‘ଆମ ବସ୍‌’ ଦୁର୍ଘଟଣା

ଭୁବନେଶ୍ୱର: ପୁଣି ରାଜଧାନୀରେ ଆତଙ୍କ ଖେଳାଇଛି ‘ଆମ ବସ୍‌’ । ଭୁବନେଶ୍ୱରର ଜନପଥରେ ବାଇକ୍‌କୁ ଧକ୍କା ଦେଇଛି ‘ଆମ ବସ୍‌’ । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ଆମ ବସ୍ ଭଙ୍ଗାରୁଜା କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking