22.1 C
Bhubaneswar
Saturday, May 3, 2025
Homeଓଡିଶାମେ’ରେ ବଣ୍ଟାଯିବ ଆଉ ଲକ୍ଷେ ଘର: ମନ୍ତ୍ରୀ

ମେ’ରେ ବଣ୍ଟାଯିବ ଆଉ ଲକ୍ଷେ ଘର: ମନ୍ତ୍ରୀ

ଭୁବନେଶ୍ୱର: ମେ  ମାସରେ ଆଉ ଲକ୍ଷେ  ଘର ବାଣ୍ଟିବେ ସରକାର । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି । କହିଛନ୍ତି , ଅନ୍ତ୍ୟୋଦୟ ଗୃହ ଯୋଜନାରେ ମିଳିବ ଘର । ପ୍ରଥମ ପଯ୍ୟାୟରେ ୬୦ ହଜାର ହିତାଧିକାରୀ ସାମିଲ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking