24.1 C
Bhubaneswar
Friday, January 10, 2025
Homeଓଡିଶାଓଡିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ବାର୍ଷିକ ସମିଳନୀ

ଓଡିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ବାର୍ଷିକ ସମିଳନୀ

ଯାଜପୁର: ଯାଜପୁର ମିଶନ ଶକ୍ତି ଭବନରେ ଅଲ ଓଡିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ବାର୍ଷିକ ସମିଳନୀ ଅନୁଷ୍ଠିତ ହୋଇଛି l ସେକ୍ରେଟେରୀ ମନୋଜ ବସନ୍ତରାୟଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମିଳନୀରେ ସଙ୍ଘର ରାଜ୍ୟ ସଭାପତି ଶାନ୍ତନୁ ମହାପାତ୍ର , ସମ୍ପାଦକ ମୁକ୍ତିକାନ୍ତ ବେହେରା, କେନ୍ଦୁଝର ଜ଼ିଲ୍ଲା ଉପସଭାପତି ଉମାକାନ୍ତ ଦାସ ପ୍ରମୁଖ ଯୋଗଦାନ କରିଥିଲେ l ଏହି ଅବସରରେ ଯାଜପୁର ରେ ନୂତନ କମିଟି ଗଠନ କରାଯିବା ସହିତ ହସ୍ପିଟାଲ ରେ ଠିକା କର୍ମଚାରୀଙ୍କ ମାନଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା । ଠିକା କର୍ମଚାରୀ ମାନେ ୮ ରୁ ୧୦ ଘଣ୍ଟା ପରିଶ୍ରମ କରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ସେବା ଅନୁସାରେ ସେମାନଙ୍କୁ ପାରିଶ୍ରମିକ ମିଳୁ ନଥିବା ଅଭିଯୋଗ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking