ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲକାଙ୍କ ବଡ ବୟାନ । ଜାନୁଆରୀ ପହିଲାରେ କଂଗ୍ରେସକୁ ମିଳିବ ନୂଆ ମଙ୍ଗୁଆଳ । ରାଜ୍ୟ ନେତାଙ୍କୁ ବି ଖୁବଶୀଘ୍ର ଦିଲ୍ଲୀ ଡାକରା ହେବ । ଜାନୁଆରୀରେ ପ୍ରଥମ ସପ୍ତାହରେ ପିସିସି ସଭାପତି ଘୋଷଣା ।