Homeଅପରାଧମଧ୍ୟସ୍ଥି ସାଜି ନିଲମ୍ବିତ ହେଲେ ଏଏନଏମ ଦିଦି ଅପରାଧଓଡିଶା ମଧ୍ୟସ୍ଥି ସାଜି ନିଲମ୍ବିତ ହେଲେ ଏଏନଏମ ଦିଦି By Ona Khabara 22/11/2024 Share FacebookTwitterPinterestWhatsAppLinkedinReddItTelegram suspended ପାଟଣାଗଡ଼: ସୁନାମୁଦି ସବ ସେଣ୍ଟର ଏଏନଏମ ଦିଦି ନିଲମ୍ବିତ । ନିଲମ୍ବନ ନିର୍ଦେଶ ଦେଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ଶିଶୁ ବିକ୍ରି ଅଭିଯୋଗ ଘଟଣାରେ ମଧ୍ୟସ୍ଥି ସାଜିଥିଲେ ଦିଦି । ଖପ୍ରାଖୋଲ ସାନ ଗୁଜି ଭଟ୍ଟା ଗାଁ ରେ ଶିଶୁ ବିକ୍ରି ହୋଇଥିଲା । Share FacebookTwitterPinterestWhatsAppLinkedinReddItTelegram Previous articleଦାଦାର ଚାପୁଡ଼ା ମାଡ଼ରେ ଝିଆରୀ ମୃତNext articleନିଜ ବନ୍ଧୁକରୁ ଗୁଳି ଫୁଟି ଛାତ୍ରଙ୍କ ମୃତ୍ୟୁ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ଆଦିବାସୀ ନାବାଳିକା ଅସଦାଚରଣ ଘଟଣାରେ ଜନଆକ୍ରୋଶ ପ୍ରକାଶ ଓଡିଶା ଭୋଟ ଦେଲେ ଦାଶରଥି ଓଡିଶା କାନ୍ଥ ପଡ଼ି ଦୁଇ ବର୍ଷ ଶିଶୁର ମୃତ୍ୟୁ ଓଡିଶା “ଅପରେସନ ସାଇବର କବଚ” : ୩୭୯ ଅଭିଯୁକ୍ତ ଗିରଫ