23.1 C
Bhubaneswar
Sunday, March 22, 2026
Homeଓଡିଶାଅନୁଗୁଳ ସହର ଭିତରେ ହାତୀ ପଲ

ଅନୁଗୁଳ ସହର ଭିତରେ ହାତୀ ପଲ

ଅନୁଗୁଳ: ଅନୁଗୁଳ ସହର ଭିତରେ ହାତୀ ପଲ । ଆତଙ୍କିତ ସହରବାସୀ ।  ପୌରପାଳିକା ୮ ନମ୍ବର ୱାର୍ଡ ହୁଲୁରିସିଂହା ନିକଟରେ ଗତକାଲି ରାତିରେ ୧୩ ଟିକିଆ ହାତୀ ପଲ ଦେଖିବାକୁ ମିଳିଛି  ।   ରାତି ତମାମ ଲୋକେ ଉଜାଗର ରହି ଭୟଭୀତ ଅବସ୍ଥାରେ ରହିଥିଲେ ।    ବନ ବିଭାଗ ହାତୀ ପଲକୁ ଘଉଡାଇବାରେ ବିଫଳ ହେବାରୁ ଏହି ହାତୀ ପଲ ସହର ମୁହାଁ ହୋଇଛନ୍ତି   ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking