17.1 C
Bhubaneswar
Thursday, January 15, 2026
Homeଓଡିଶାଅଙ୍ଗନବାଡି ସୁପରଭାଇଜରର ଯୋଗ୍ୟତା ସ୍ମାତକ

ଅଙ୍ଗନବାଡି ସୁପରଭାଇଜରର ଯୋଗ୍ୟତା ସ୍ମାତକ

ଭୁବନେଶ୍ୱର: ଅଙ୍ଗନବାଡି କ୍ୟାବିନେଟରେ ଟି ପ୍ରସ୍ତାବ  ଉପରେ ମୋହର ବାଜିଛି । ଏଣିକି ଅଙ୍ଗନବାଡି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ  ହେବା ଆବଶ୍ୟକ । ପୂର୍ୱରୁ ଅଙ୍ଗନବାଡି  ସୁପରଭାଇଜର ପାଇଁ ଯୋଗ୍ୟତା ଥିଲା ମାଟ୍ରିକ । ଅବକାରୀ ବିଭାଗ ନିୟମ ୨୦୧୭ ମଧ୍ୟ ସଂଶୋଧନ କଲେ ସରକାର । ଅନୁସୂଚିତ ଜାତି ଓ ଜନଜାତି କ୍ୟାଡର ପୁନଃଗଠନ । ୨୪ ନୂଆ ପଦବୀ ସୃଷ୍ଟି କରାଯିବାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking