32.1 C
Bhubaneswar
Monday, March 24, 2025
Homeଓଡିଶାତାତି ବଢିଲେ ଅଙ୍ଗନବାଡି ଛୁଟି: ମନ୍ତ୍ରୀ

ତାତି ବଢିଲେ ଅଙ୍ଗନବାଡି ଛୁଟି: ମନ୍ତ୍ରୀ

ଭୁବନେଶ୍ୱର : ସକାଳ ୭ଟାରୁ ୯ଟା ଯାଏଁ ଚାଲିବ ଅଙ୍ଗନବାଡି । ତାତି ଅଧିକ ବଢିଲେ ଛୁଟି ହେବ ଅଙ୍ଗନବାଡି । ଛୋଟ ପିଲାଙ୍କ ପାଇଁ ହୋମ ଡେଲିଭରି ହେବ ଖାଦ୍ୟ ।  ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗତକାଲି ସକାଳୁ ଅଙ୍ଗନୱାଡି କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସକାଳୁଆ ସ୍କୁଲ ଆରମ୍ଭ ପାଇଁ ଏସଓପି ଆଣିବାକୁ କହିଥିଲେ ମୁଖମନ୍ତ୍ରୀ । ଆଜି ସକାଳ ୭ଟାରୁ ଦିନ ୯ଟା ଯାଏଁ ସାରା ରାଜ୍ୟରେ ଅଙ୍ଗନୱାଡି କେନ୍ଦ୍ର ଖୋଲିଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking