26.1 C
Bhubaneswar
Friday, November 1, 2024
Homeଓଡିଶାଆନାସ୍ଥେସିଆ ହତ୍ୟା ମାମଲା :  ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ସ୍ୱାମୀ

ଆନାସ୍ଥେସିଆ ହତ୍ୟା ମାମଲା :  ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ସ୍ୱାମୀ

ବ୍ୟୁରୋ :  ପତ୍ନୀଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ  ଦେଇ ହତ୍ୟା ଘଟଣା । ଅଭିଯୁକ୍ତ ସ୍ୱାମୀକୁ  ୩ ଦିନିଆ ରିମାଣ୍ଡରେ  ନେବା ପାଇଁ  କୋର୍ଟଙ୍କ ନିକଟରେ ଆବେଦନ କଲା ପୋଲିସ ।  ରିମାଣ୍ଡ ସମୟରେ  କ୍ରାଇମସିନ  ରିକ୍ରିଏସନ  କରିବ ତଦନ୍ତକାରୀ ଟିମ । ଅନ୍ୟପଟେ ରାଜ୍ୟ ଫରେନସିକକୁ ଗଲା  ହତ୍ୟାକାଣ୍ଡରେ ବ୍ୟବହୃତ ସିରିଞ୍ଜ ଓ ଆନେସ୍ଥେସିଆ । ଏବଂ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଯାଞ୍ଚ ପାଇଁ ଫରେନସିକ ଲାବକୁ  ପଠାଇଛି ପୋଲିସ ।  ଗତ ୨୮ ତାରିଖରେ  ଆନାସ୍ଥେସିଆ ଇଞ୍ଜେକ୍ସନ  ଦେଇ ପତ୍ନୀ ଶୁଭଶ୍ରୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ପ୍ରଦ୍ୟୁମ୍ନ ।  ହତ୍ୟାରେ ସହେଯାଗ ଥିଲେ ଦୁଇ ବାନ୍ଧବୀ । ପତ୍ନୀ ବିଷ ପିିଇ ଆତ୍ମହତ୍ୟା କରିଥିବା ନେଇ ଡାକ୍ତରଙ୍କୁ  କହିଥିଲା ଅଭିଯୁକ୍ତ ସ୍ୱାମୀ ।
https://www.youtube.com/watch?v=NAit132iCkk

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking