30.1 C
Bhubaneswar
Friday, June 6, 2025
Homeଓଡିଶାପୁଣି ଉପର ମୁହାଁ ସୁନା ଦର

ପୁଣି ଉପର ମୁହାଁ ସୁନା ଦର

ଭୁବନେଶ୍ବର: ପୁଣି ଉପର ମୁହାଁ ସୁନା ଦର । ଆଜି ୨୨ କ୍ୟାରେଟ ୧୦ ଗ୍ରାମ ଉପରେ ୩୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ଉପରେ ୭ଶହ ଟଙ୍କା ବୃଦ୍ଧି ପାଇଛି । ସୁନା ୧୦ ଗ୍ରାମକୁ ୮୭ ହଜାର ୫୫୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୯୬ ହଜାର ୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ସପ୍ତାହରେ ୨୨ କ୍ୟାରେଟ୍ ୮୭ ହଜାର ୨ଶହ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ୯୫ ହଜାର ୮୦୦ ଟଙ୍କା ଥିଲା । ଆଗକୁ ଆହୁରି ବଢ଼ିବ ସୁନା ଦର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking